Latest Odisha News

BREAKING NEWS

Yearly Archives

2026

ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀର ରାମଲୀଳା ଉତ୍ସବରେ ଏକ ଅନନ୍ୟ ଏବଂ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିବ। ପାରମ୍ପରିକ ଭାବେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତ୍ତଳିକା ଦାହ କରାଯାଉଥିବା ବେଳେ ଏଥର ସେମାନଙ୍କ ସହିତ ଏକ ୩୦ ଫୁଟ୍‌ ଉଚ୍ଚତାର 'କକ୍ରୋଚ୍' ବା ଅସରପା ପ୍ରତିମୂର୍ତ୍ତି ରେ…

ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ (ବିଜିୟୁ) ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ହେବ ନିର୍ମାଣ

ଭୁବନେଶ୍ୱର:ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି…

୭୫ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପଡ଼ିଲେ ୩୦ ବର୍ଷୀୟା ବ୍ଲଗର୍; ହୋଇ ସାରିଛି ନିର୍ବନ୍ଧ

ବିକାଶଖଣ୍ଡ: ପ୍ରେମର କୌଣସି ବୟସ ସୀମା ନଥାଏ ବୋଲି କୁହାଯାଏ, ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ।  ଜଣେ ୩୦ ବର୍ଷୀୟା ଇନଷ୍ଟାଗ୍ରାମ ବ୍ଲଗର୍ ୭୫ ବର୍ଷୀୟ ଜଣେ ବୃଦ୍ଧଙ୍କ ପ୍ରେମରେ ପଡ଼ିଯାଇଛନ୍ତି । କେବଳ ସେତିକି ନୁହେଁ, ଉଭୟେ ପରସ୍ପରକୁ ଶୀଘ୍ର ବିବାହ…

ବୈଭବ,ସଞ୍ଜୁଙ୍କୁ ନେଇ ଶ୍ରୀକାନ୍ତଙ୍କ ବଡ଼ ଅଭିଯୋଗ; ଟାର୍ଗେଟ୍‌ରେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଦଳରେ ଓପନିଂ ସ୍ଲଟ୍ ଏବଂ ଖେଳାଳିଙ୍କ ଚୟନକୁ ନେଇ ପୂର୍ବତନ ଅଧିନାୟକ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ଟିମ୍ ମ୍ୟାନେଜମେଣ୍ଟ ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ତାଙ୍କ ମତରେ, ଲଗାତାର ପ୍ଲେଇଙ୍ଗ୍ ଏକାଦଶରୁ ବାହାରେ ରଖିବା ଯୋଗୁଁ ଯୁବ…

Odisha Student Union Elections:ଭୋଟିଂ ପରେ ଆସିଛି ଫଳାଫଳ;ରେଭେନ୍ସାରେ BCJD,ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ…

ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିଜ ପସନ୍ଦର ପ୍ରତିନିଧି ଚୟନ କରିଛନ୍ତି ଛାତ୍ରଛାତ୍ରୀ ।ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ…

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଚମାଖଣ୍ଡି:ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ।…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର୍ ଯଶପ୍ରୀତ ବୁମରାହଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଖେଳିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବୁମରାହଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି । ବିସିସିଆଇ ଏବଂ ଟିମ୍ ମ୍ୟାନେଜମେଣ୍ଟ…

ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ୍‌ରେ ସାମାନ୍ୟ ଉନ୍ନତି, ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ସାମ୍ପ୍ରତିକ ପ୍ରକାଶିତ 'ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬' ତାଲିକାରେ ଭାରତୀୟ ପାସପୋର୍ଟର ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଗତଥର ୮୫ ତମ ସ୍ଥାନରେ ଥିବା ଭାରତ ଏଥର ଗୋଟିଏ ସ୍ଥାନ ଉପରକୁ ଉଠି ୮୪ ତମ ସ୍ଥାନରେ ପହଞ୍ଚିଛି। ତେବେ ରାଙ୍କିଙ୍ଗ୍‌ରେ ସାମାନ୍ୟ…

ଲୋକଭବନରେ ହେବ ଆଉ ୧୪୪ କ୍ୱାର୍ଟର୍ସ, ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି। ଏହି ପ୍ରକଳ୍ପ ଅନ୍ତର୍ଗତ ଚାରୋଟି ବ୍ଲକ୍ରେ ୯୬ଟି ‘ଇ-ଟାଇପ୍’ଏବଂ ଦୁଇଟି ବ୍ଲକ୍ରେ ୪୮ଟି ‘ଏଫ୍-ଟାଇପ୍’…