ପୁରୀ: ଅପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ପୋଲିସ । ପୁରୀ ଜିଲ୍ଲାର ଗାଁ ଠାରୁ ସହର ପର୍ୟ୍ୟନ୍ତ ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପଇଁତରା ମାରିବ ପିସିଆର । କଣ୍ଟ୍ରୋଲ ରୁମକୁ ଡାଏଲ କରୁଥିବା ବ୍ୟକ୍ତିଙ୍କ ପାଖରେ ତୁରନ୍ତ ପହଞ୍ଚିଯିବ ପିସିଆର ଭ୍ୟାନ୍ । ଏନେଇ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଆଉ ୫ଟି ନୂଆ ପିସିଆର ଭ୍ୟାନକୁ ପେଟ୍ରୋଲିଂରେ ସାମିଲ କରାଯାଇଛି ।

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୁରୁଣା ପିସିଆର ଭ୍ୟାନକୁ ବଦଳାଯିବ । ନୂଆ ଇନୋଭା ଗାଡିକୁ ସାମିଲ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସକୁ ଲୋକଙ୍କ ଅଧିକ ନିକଟତର ଓ ବିଶ୍ୱାସଭାଜନ କରିବାକୁ ଜିଲ୍ଲା ପୋଲିସ ଏଭଳି ପଦକ୍ଷେପ ନେଇଛି ।
BREAKING NEWS
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
- ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
- ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା
- ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
- ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ
- Kalbaisakhi Alert: ଆହୁରି ୫ ଦିନ ଯାଏ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Comments are closed.