Latest Odisha News

BREAKING NEWS

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା, ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ

ଭୁବନେଶ୍ବର: ଏଡିଆର ଓ ଇଲେକସନ ୱାଚ ରିପୋର୍ଟ ଅନୁସାରେ ଓଡ଼ିଶାରେ ହେବାକୁ ଥିବା ଚଳିତ ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ ।

BjdElectrycity

ଏଡିଆର ଓ ଇଲେକସନ ୱାଚ ରିପୋର୍ଟ ଅନୁଯାୟୀ ବ୍ରହ୍ମପୁରରୁ ସ୍ବାଧୀନ ଭାବେ ଲଢୁଥିବା ବିଧାୟକ ପ୍ରାର୍ଥି ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ କ୍ରିମିନାଲ କେସ୍‌ । ତାଙ୍କ ନାଁରେ ରହିଛି ୪୬ଟି କ୍ରିମିନାଲ କେସ୍‌ । ସେହିପରି ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଅପାଠୁଆ । ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ବିପ୍ଲବଙ୍କର ମୋଟ ସଂପତ୍ତି ୩୩ କୋଟି ୩୬ ଲକ୍ଷରୁ ଅଧିକ  ।ମଇଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା । ସେହିଭଳି ଦୁଇ ଜଣ ପ୍ରାର୍ଥୀଙ୍କ ପାଖରେ କୌଣସି ସଂପତ୍ତି ନାହିଁ ଯାହା ଏଡିଆର ଓ ଇଲେକସନ ୱାଚ ରିପୋର୍ଟରେ କୁହାଯାଇଛି ।

 

Leave A Reply

Your email address will not be published.