Latest Odisha News

୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏକାଡେମୀର ୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶଳୀ କଳିଙ୍ଗ ଆwର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି ।

BjdElectrycity

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଏବଂ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଆନୁଷ୍ଠାନିକ ଭାବରେ ଏହାର ଉଦଘାଟନ କରିଥିଲେ ।

ଏହି ପ୍ରଦର୍ଶନୀରେ ୪୧ ତମ ରାଜ୍ୟ ପୁରସ୍କାର ପାଇବା ଶିଳ୍ପୀମାନଙ୍କ ଛବି ଓ ଭାସ୍କର୍ଯ୍ୟ ସ୍ନାନ ପାଇବା ସହିତ ୮୮ ଟି ଚିତ୍ରକଳା, ୩୫ ଟି ଭାତ୍ପର୍ଯ୍ୟ, ୧୨ ଟି ମୁଦ୍ରଣ କଳା ଓ ୮ ଟି ପାରମ୍ପରିକ କଳା ପ୍ରଦର୍ଶିତ ହୋଇଅଛି । ଏହି ପ୍ରଦର୍ଶନୀ ମେ ୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୧୧ ଘଟିକାରୁ ଅପରାହ୍ଣ ୨ ଘଟିକା ପର୍ଯ୍ୟନୁ(ସୋମ‌ବାର ବନ୍ଦ ରହିବ ଦର୍ଶକଙ୍କ ପାଇଁ ଖୋଲା ରହିବ।

Leave A Reply

Your email address will not be published.