Latest Odisha News

ଜଣେ ପାଞ୍ଚ ମାସର ଶିଶୁ ସମେତ ରାଜ୍ୟରୁ କରୋନା ନେଲା ୩ଜୀବନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୩ ସଂକ୍ରମିତଙ୍କ ଜୀବନ । ରାୟଗଡ଼ାରେ ଜଣେ ପାଞ୍ଚ ମାସର ଶିଶୁ ପୁତ୍ର କରୋନାରେ ଆଖି ବୁଜିଛି । ଭୁବନେଶ୍ୱରରେ ମୃତ୍ୟୁବରଣ କରିଛନ୍ତି ଜଣେ ୬୦ବର୍ଷୀୟ ମହିଳା । ସେହିପରି ସୁନ୍ଦରଗଡ଼ରେ ଜଣେ ୭୨ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮ଶହ ୬୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.