ଦିଲ୍ଲୀ : ଭୁମିକମ୍ପ ଝଟକାରେ ଥରିଲା ଲେହେ । ଜମ୍ମୁ କଶ୍ମୀର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।ଆଜି ସକାଳ ୭.୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଲେହେର ଆଲଚୀ ଠାରୁ ୧୮୬ କିଲୋମିଟର ଦୂରରେ ଏହି ଭୂମିକମ୍ପ ହୋଇଛି । ହେଲେ ଏହି ଭୂମିକମ୍ପ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ଭୂମିକମ୍ପ କ୍ଷୟକ୍ଷତି ସମ୍ପର୍କରେ କୌଣସି ତଥ୍ୟ ମିଳିନାହିାଁ
BREAKING NEWS
- ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,୫ ଗିରଫ
- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୯୫ ପ୍ରତିଶତ ସମାଧାନ, ଦୂରାରୋଗ୍ୟ ପୀଡିତଙ୍କ ପାଇଁ ୧୪.୫୦ ଲକ୍ଷ ଟଙ୍କା ମଞ୍ଜୁର
- ଚର୍ଚ୍ଚାରେ ଜୁରେଲଙ୍କ ଟାଟୁ
- ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ…ଏପଟେ ସାପ କାମୁଡ଼ାରେ ଜଣେ ଚାଷୀ ଆହତ
- ନକଲି ପନିର ବିକିଲେ ବ୍ୟବସାୟୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ
- ଭାରତର ବିଶାଳ ସ୍କୋର, ବିପଦରେ ଶ୍ରୀଲଙ୍କା
- କଲମ୍ବୋରେ ଯନ୍ତ୍ରଣାକୁ ହରାଇ ଭାଙ୍ଗିଲେ ଧୋନିଙ୍କ ରେକର୍ଡ, ବିଶ୍ୱ ନଂ୧ ହେବାଠାରୁ ଅଳ୍ପ ଦୂର
- ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’;ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର ବିଶ୍ୱାସର କାହାଣୀକୁ ନେଇ…
- ଶ୍ରୀଲଙ୍କାରେ ଦି-ଦେବ ଶୋ: ସାଇ ସୁଦର୍ଶନଙ୍କ ପାଇଁ ଟିମ୍ ଇଣ୍ଡିଆକୁ ଫେରିବା ହୋଇ ପାରେ କଷ୍ଟ କର !
- ଯଶସ୍ୱୀ ଜୈସୱାଲ,ଫର୍ନାଣ୍ଡୋଙ୍କୁ ଜରିମାନା

Comments are closed.