Latest Odisha News

BREAKING NEWS

‘ଦ କପିଲ ଶର୍ମା’ ଶୋ ଛାଡିଲେ ସୁମୋନା ଚକ୍ରବର୍ତ୍ତୀ , ନୂଆ ଶୋ’ର ପ୍ରମୋରେ ନଜର ଆସିଲେ

କପିଲ ଶର୍ମା 'ଶୋ'ରେ ଆକ୍ଟି କରୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ କପିଲ ଶର୍ମା ଶୋ ଛାଡି ଦେଇଛନ୍ତି

ମୁୁମ୍ବାଇ : ଏବେ ବହୁ ଚର୍ଚ୍ଚିତ ‘ଦ କପିଲ ଶର୍ମା’ କମେଡି ଶୋ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ‘ଶୋ’ ବନ୍ଦ ହେବା ଖବର ଶୁଣି ଫ୍ୟାନ ମାନେ ନିରାଶ ହୋଇଯାଇଥିଲେ ।ଏବେ ଆଉ ଗୋଟେ ଖବର ସାମ୍ନାକୁ ଆସିଛି । କପିଲ ଶର୍ମା ‘ଶୋ’ରେ ଆକ୍ଟି କରୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ କପିଲ ଶର୍ମା ଶୋ ଛାଡି ଦେଇଛନ୍ତି ।

ସେ ଆଉ ଗୋଟେ ନୂଆ ଶୋରେ ନଜର ଆସୁଛନ୍ତି ।ବଲିଉଡ ଟାଉନରେ ଚର୍ଚ୍ଚା ଉଠୁଛି ସୁମୋନା ନୂଆ ପ୍ରୋଜେକ୍ଟ ଲାଗି କପିଲ ଶର୍ମାଙ୍କ ଶୋ ଛାଡି ଦେଇଛନ୍ତି । ଏହି ଶୋ ନା ‘ସୋନାର ବେଙ୍ଗଲ’ । ଏହି ପୋଗ୍ରାମ ମାର୍ଚ୍ଚ ୩୦ରୁ ରାତି ୮ଟାରେ ଜି ଜିଷ୍ଟ ଟିଭିରେ ପ୍ରସାରିତ ହେବ ।

ଏହି ସିରିଏଲକୁ ନେଇ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି ସୁମୋନା ।ଏହି ସିରିଏଲର ଭିଡିଓ ନିଜ ଇଷ୍ଟାଗ୍ରାମ ପେଜରେ ସେୟାର କରହିଛନ୍ତି ସୁମୋନା ଚକ୍ରବର୍ତ୍ତୀ ।

 

 

View this post on Instagram

 

A post shared by Zee Zest (@zeezest)

Leave A Reply

Your email address will not be published.