Latest Odisha News

ଅଗଷ୍ଟ ୨୪ ଯାଏଁ ଖୋର୍ଦ୍ଧାର ଏହିସବୁ ଅଞ୍ଚଳ ସଟଡାଉନ୍

ବାଲିପାଟଣା: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତିନି ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳକୁ ଗୁରୁବାର ଦିନ ସଟଡାଉନ୍ ଘୋଷଣା କରିଛନ୍ତି ।

ଆଜି ଅପରାହ୍ନ ୨ ଟାରୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳ ମଧ୍ୟରେ ରହିଛି- ମଝିହରା, ଭାପୁର ଓ ଭକରସାହି ।

ଏହି ସଟଡାଉନ୍ ଅବଧି ମଧ୍ୟରେ କୌଣସି ଦୋକାନ ବଜାର, ଧାର୍ମିକ ସ୍ଥାନ ଗୁଡିକ ଖୋଲାଯିବ ନାହିଁ। ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଅଧିକ ପଢନ୍ତୁ- ରାଜ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଅଧିକ ପଢନ୍ତୁ- ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ

ଅଧିକ ପଢନ୍ତୁ- ସମ୍ବଲପୁରର ଏହି ୧୬ଟି ସହରରେ ୧୪୪ ଧାରା ଲାଗୁ

Leave A Reply

Your email address will not be published.