Latest Odisha News

BREAKING NEWS

ପ୍ରଶାନ୍ତ ଭୂଷଣଙ୍କୁ ପୁଣି ଝଟକା

ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୂ ଗୁରୁବାର ପୁନର୍ବାର ଆଉ ଏକ ଝଟକା ଲାଗିଛି । ଅଦାଲତ ଅବମାନନା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ କେଉଁ ଦଣ୍ଡ ମିଳିବ ସେ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ । ଦୋଷୀ ସାବ୍ୟସ୍ତ କରିଥିବା ଖଣ୍ଡପୀଠ ହିଁ ଦଣ୍ଡବିଧାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବିଚାରପତି ଅରୁଣ ମିଶ୍ର କହିଛନ୍ତି ଯେ ପର୍ଯ୍ୟନ୍ତ ଆପଣ ସବୁ ପ୍ରକାରର ରିଭ୍ୟୁ ବ୍ୟବସ୍ଥା ଆପଣାଇ ନାହାନ୍ତି ସେ ପର୍ଯ୍ୟନ୍ତ ଦଣ୍ଡ ଦିଆଯିବ ନାହିଁ । ଏ ସବୁ ସତ୍ୱେ ସେ କହିଛନ୍ତି ମୁଁ ମୋର ଦୁଇଟି ଟ୍ୱିଟ ପାଇଁ କ୍ଷମା ମାଗିବି ନାହିଁ ।

Leave A Reply

Your email address will not be published.