Latest Odisha News

BREAKING NEWS

ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ୫ ଅଧିକାରୀ କରୋନା ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜଣେ ଡ୍ରାଇଭର ଓ ହୋମ୍ ଗାର୍ଡ କରୋନା ଆକ୍ରାନ୍ତ ହୋଇଥିବା ସୁତ୍ରରୁ ପ୍ରକାଶ । ଏହାକୁ ମିଶାଇ ୧୨ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ କ୍ୟାପିଟାଲ୍ ଥାନାର ୭ ଜଣ ପୋଲିସ କର୍ମୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଅଧିକ ପଢନ୍ତୁ- ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୧୬୦୨ ଆକ୍ରାନ୍ତ ଚିହ୍ନଟ

Leave A Reply

Your email address will not be published.