ମୁମ୍ବାଇ: ୨୦୨୧ରେ ବଲିଉଡରେ ୫ ମହିଳା ପ୍ରଧାନ୍ୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହାକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରି ରହିଛନ୍ତି । ଆସନ୍ତୁ ଜାଣିବା ଏହି ୫ ଫିଲ୍ମ ବିଷୟରେ
କାଜୋଲଙ୍କ ତ୍ରିଭଙ୍ଗା: ମା-ଝିଅଙ୍କ କାହାଣୀ ଉପରେ ଆଧାରିତ ତ୍ରିଭଙ୍ଗା ଫିଲ୍ମକୁ କାଜୋଲ ପ୍ରଡ୍ୟୁସ କରୁଛନ୍ତି । ଏହାର ନିର୍ଦ୍ଦେଶନା ରେଣୁକା ଶାହାଣୀ ଦେବେ ।
ଋଚା ଚଢ଼ାଙ୍କ ଚିଫ ମିନିଷ୍ଟର: ମାଡାମ ଚିଫ ମିନିଷ୍ଟର ଋଚା ଚଢ଼ା ଦମଦାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସୁବାସ କାପୁର ନିର୍ଦ୍ଦେଶିତ ଏହି ଫିଲ୍ମରେ ମାନବ କୌଲ, ସୌରଭ ଶୁକ୍ଲା ଓ ଅକ୍ଷୟ ଓବରେୟ ଅଭିନୟ କରୁଛନ୍ତି ।
ଦୀପିକା-ଶକୁନ ବାତ୍ରାଙ୍କ ଫିଲ୍ମ: ଶକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏହି ଅନଟାଇଟଲ୍ଡ ଫିଲ୍ମରେ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ଅଭିନୟ କରିବେ । କରଣ ଜୋହର ଫିଲ୍ମର ପ୍ରଡ୍ୟୁସର ଅଛନତି ।
ଆଲିୟାଙ୍କ ଗଙ୍ଗୁବାଇ କାଠିୟାୱାଡି: ସଞ୍ଜୟ ଲୀଲାଙ୍କ ବହୁ ପ୍ରତୀକ୍ଷିତ ଗଙ୍ଗୁବାଇ କାଠିୟାୱାଡିରେ ଆଲିୟା ଭଟ୍ଟ ଗ୍ୟାଙ୍କଷ୍ଟାରର ଭୂମିକା କରୁଛନ୍ତି । ଦୀପାବଳୀରେ ଏହି ଫିଲ୍ମ ରିଲିଜ ହେବାର ଅଛି ।
ତାପସୀ ପନ୍ନୁଙ୍କ ରଶ୍ମୀ ରକେଟ: ତାପସୀ ପନ୍ନୁ ରଶ୍ମୀ ରକେଟ ଫିଲ୍ମରେ ଜଣେ ଖେଳାଳିଙ୍କ ଭୂମିକା କରୁଛନ୍ତି । ଆକର୍ଷ ଖୁରାନ ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.