Latest Odisha News

BREAKING NEWS

ରାଉରକେଲା ସ୍ୱତନ୍ତ୍ର ଜେଲରେ ୫୪ ଅନ୍ତେବାସୀ ପଜିଟିଭ ଚିହ୍ନଟ

ରାଉରକେଲା: ରାଉରକେଲାରେ ବଢୁଛି ସଂକ୍ରମଣ । ରାଉରକେଲା ସ୍ବତନ୍ତ୍ର ଜେଲରୁ ପୁଣି ୫୪ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଜେଲର ୧୦୦ ଜଣ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫୪ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଉରକେଲା ଜେଲରେ ପ୍ରଥମେ ୬ ଜଣ, ପରେ ୧୮ ଜଣ ଗତ ୧୦ ତାରିଖ ଦିନ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ସ୍ବତନ୍ତ୍ର ଜେଲ ଅଧିଷକ ବିରେନ୍ଦ୍ର ନାଥ ମାହାଲୀ ।

Leave A Reply

Your email address will not be published.