Latest Odisha News

BREAKING NEWS

ନଭେମ୍ବର ୧୦ରେ ନିଲାମ ହେବ ଦାଉଦର ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅନେକ ସମ୍ପତ୍ତି ନିଲାମ ହେବ ବୋଲି ସୂଚନା ମିଳିଛି ।

ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମେନିପୁଲେଟର୍ସ ଏଜେନ୍ସି ଦାଉଦର ରତ୍ନଗିରି ସ୍ଥିତ ସମ୍ପତ୍ତି ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛି ।

ସୂଚନାନୁଯାୟୀ ଆସନ୍ତା ନଭେମ୍ବର ୧୦ ତାରିଖରେ ଦାଉଦର ପ୍ରାୟ ୮ ସମ୍ପତ୍ତି ନିଲାମ କରାଯିବ । ଯେଉଁଥିରେ ତା’ର ଘର ଓ ୭ଟି ଜମି ରହିଛି ।

ମୁମ୍ବାଇରେ ବଢିଥିବା ଦାଉଦର ଅନେକ ସମ୍ପତ୍ତି ରତ୍ନଗିରିରେ ରହିଛି । ଚଳିତ କରୋନା ମହାମାରୀ ଯୋଗୁଁ ଇ-ନିଲାମୀ କରାଯିବା ଲାଗି ନିଷ୍ପତ୍ତି ହୋଇଛି ।

 

Leave A Reply

Your email address will not be published.