Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ଓଡ଼ିଶାରୁ ପାଇବେ ୨୯ ଜଣ ପୋଲିସ ସେବା ପଦକ, ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଉଲ୍ଲେଖନୀୟ ସେବା ଲାଗି ପୋଲିସ ପଦକ ସେବା ମେଡ଼ାଲ୍ ଘୋଷିତ ହୋଇଛି । ଓଡ଼ିଶାରୁ ୩ଟି ବର୍ଗରେ ୨୯ ଜଣ ପୋଲିସ ସେବା ପଦକ ଏବଂ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ । ସାହସିକତା ଲାଗି ୧୬ ଜଣ ପୋଲିସ କର୍ମଚାରୀ ପାଇବେ । ସେହିପରି ୨ ଜଣଙ୍କୁ ରାଷ୍ଟ୍ରପତି ସେବା ମେଡ଼ାଲ୍ ଏବଂ ୧୧ ଜଣଙ୍କୁ ପୋଲିସ୍ ମେଡ଼ାଲ୍ ପ୍ରଦାନ କରାଯିବ ।

ସାହସିକତା ଲାଗି ପୋଲିସ ମେଡ଼ାଲ୍‌

୧ – ଗଗନ ବିହାରୀ ନାୟକ, ସବ ଇନିସପେକ୍ଟର
୨ – କୃଷ୍ଣାଲୋକ ବେହେରା, ହାବିଲଦାର
୩ – ମୂରଲୀ ମୋହନ ଦାଶ, କନେଷ୍ଟବଳ
୪ – ମନୋହର ଭୁମିଆ, କନେଷ୍ଟବଳ
୫ – ମହେଶ୍ୱର ଧକଡ଼, କନେଷ୍ଟବଳ
୬ – ଶିବ ପ୍ରସାଦ ନାୟକ, କନେଷ୍ଟବଳ
୭ – ଭବାନୀ ଶଙ୍କର ପାଟିଲ୍‌, କନେଷ୍ଟବଳ
୮ – ଅର୍ଜୁନ ଚନ୍ଦ୍ର କୁରମି, କନେଷ୍ଟବଳ
୯ – ବିନୟ କୁମାର ମିଶ୍ର, କନେଷ୍ଟବଳ
୧୦ – ରାଜେଶ କୁମାର ଦେୱାନ, କନେଷ୍ଟବଳ
୧୧ – ରାଜେନ୍ଦ୍ର ଚୌଧୁରୀ, ସବ ଇନିସପେକ୍ଟର
୧୨ – ସୁଖିରାମ ରାଣା, ହାବିଲଦାର
୧୩ – ଗଣେଶ ଧାରୁଆ, କମାଣ୍ଡୋ
୧୪ – ରବୀନ୍ଦ୍ର କୁମାର ପରମାଣିକ, କମାଣ୍ଡୋ
୧୫ – ପଦ୍ମନାଭ ରାୟ, କମାଣ୍ଡୋ
୧୬ – ମଦନ ମୋହନ ପଧାନ, କମାଣ୍ଡୋ

ଉଲ୍ଲେଖନୀୟ ସେବା ଲାଗି ରାଷ୍ଟ୍ରପତି ପୋଲିସ ମେଡ଼ାଲ

୧ – ରାଓ ସାହେବ ପଞ୍ଜାବରାଓ କୋଚେ, ଆଡ଼ିସନାଲ୍ ଡି.ଜି ପୋଲିସ
୨ – ମନୋରଞ୍ଜନ ସାମଲ, ଆସିଷ୍ଟାଣ୍ଡ ସବ ଇନିସପେକ୍ଟର

ଉଲ୍ଲେଖନୀୟ ସେବା ଲାଗି ପୋଲିସ ପଦକ

୧ – ବିଶ୍ୱନାଥ ମିଶ୍ର, ଏଏସପି, ଆଇୟୁସିଏଡ଼ବ୍ଲ୍ୟୁ, ଜଗତସିଂହପୁର
୨ – ବାଳକୃଷ୍ଣ ନନ୍ଦ, କମାଣ୍ଡାଣ୍ଟ, ବିଟିଆଇ, ବୁର୍ଲ୍ଲା
୩ – ବିକାଶ ରଞ୍ଜନ ବେହୁରା, ଇନଚାର୍ଜ ଡିଏସପି, ସିଆଇଡ଼ି ସିବି, କଟକ
୪ – ସୁଶାନ୍ତ କୁମାର ବିଶ୍ୱାଳ, ଇନଚାର୍ଜ ଡିଏସପି, ଭିଜିଲାନ୍ସ, ମାଲକାନଗିରି
୫ – ଆଶୀଷ କୁମାର ମିଶ୍ର, ଇନସପେକ୍ଟର, ଇଓଡ଼ବ୍ଲ୍ୟୁ, ସିଆଇଡ଼ି ସିବି, ଭୁବନେଶ୍ୱର
୬ – ଦିବାକର ସାମନ୍ତସିଂହାର, ସବ ଇନିସପେକ୍ଟର, ଭିଜିଲାନ୍ସ, ଭୁବନେଶ୍ୱର ଡିଭିଜନ
୭ – ଶାନ୍ତନୁ କୁମାର ଦାଶ, ଏଏସଆଇ, ଭୁବନେଶ୍ୱର
୮ – ପ୍ରଣବ କୁମାର ନାୟକ, ଏଏସଆଇ, ଭିଜିଲାନ୍ସ ଡାଇରେକ୍ଟୋରେଟ, କଟକ
୯ – ଚିତ୍ତରଞ୍ଜନ ରଥ, ହାବିଲଦାର, ରାୟଗଡ଼ା ଜିଲ୍ଲା
୧୦ – ନରେନ୍ଦ୍ର କୁମାର ରାଉତ, କନେଷ୍ଟବଳ, ବାଲେଶ୍ୱର ଜିଲ୍ଲା
୧୧ – ସେକ୍ ଦାଉଦ, କନେଷ୍ଟବଳ, ଭିଜିଲାନ୍ସ ଡାଇରେକ୍ଟୋରେଟ, କଟକ

Leave A Reply

Your email address will not be published.