Latest Odisha News

ରାଜସ୍ଥାନରେ ପାସ୍ ହେଲା ସିଏଏ ବିରୋଧୀ ସଂକଳ୍ପ

ଜୟପୁର: କେରଳ, ପଂଜାବ ପରେ ଏବେ ରାଜସ୍ଥାନରେ ନାଗରିକତା ସଂଶୋଓନ ଆଇନ ବିରୋଧରେ ସଂକଳ୍ପ ପାରିତ ହୋଇଛି । ରାଜସ୍ଥାନ ବିଧାନସଭାରେ ଏହି ସଂକଳ୍ପ ପାସ୍ ହୋଇଛି ।

ତେବେ ଏହି ସଂକଳ୍ପ ପାରିତ ହେବା ବେଳେ ବିଜେପି ବିଧାୟକମାନେ ଗେହଲଟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ ।
ସୂଚନା ମୁତାବକ, ସିଏଏ ନିୟମ ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଗଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ମିଳିବ ।

ତେବେ ଏହାକୁ ନେଇ ବିରୋଧୀ ଆପତି ଉଠାଇଛନ୍ତି ।

ଅନେକ ସ୍ଥାନରେ ଏହକୁ ବିରୋଧ କରି ବିକ୍ଷୋଗ ପ୍ରଦର୍ଶନ ହେଉଛି । ଏଥିସହ ଅନେକ ସ୍ଥାନରେ ହିଂସା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.