Latest Odisha News

BREAKING NEWS

ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଯୁବକ

ରାଉରକେଲା: କାଳ ହେଲା ଜଳପ୍ରପାତରେ ଗାଧୋଇବା । ବୁଡିଗଲେ ଦୁଇ ଯୁବକ । ରାଉରକେଲା ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଘଟିଛି ଏଭଳି ଅଘଟଣ । ସୂଚନା ମୁତାବକ ଆଜି ରାଉରକେଲାରୁ ୪ଟି ସ୍କୁଟିରେ ୮ଜଣ ଯୁବକ ଗାଧୋଇବା ପାଇଁ ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ ।

ଏହି ସସମୟରେ୨ଜଣ ଯୁବକ ପାଣି ବୁଡିଯାଇଥିଲେ । ନିଖୋଜ ଯୁବକ ରାଉରକେଲା କୋଏଲ ନଗରର ସାଇସ୍ବରୂପ ମହାନ୍ତି ଓ ଅନିମେଶ । ନିଖୋଜ ଦୁଇ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.