Latest Odisha News

BREAKING NEWS

ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏନ୍ ଭେଙ୍କୟାନାଇଡୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଉପରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଭେଙ୍କୟାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉ ନଥିବାରୁ ଡାକ୍ତର ତାଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଭେଙ୍କୟାଙ୍କ ପତ୍ନୀଙ୍କର ବି କରୋନା ଟେଷ୍ଟ ହୋଇଛି କିନ୍ତୁ ତାଙ୍କର ନେଗେଟିଭ୍ ବାହାରିଥିବା ଟ୍ୱିଟରରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.