ଭୁବନେଶ୍ୱର: ଭୁବନେଶ୍ଵରରେ ଆଗାମୀ ୨ ମାସରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ।
ସୂଚନା ଅନୁସାରେ ପଟିଆ ଓ ଖଣ୍ଡଗିରିରେ ଏହି ୨ଟି ଶ୍ମଶାନ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ପଟିଆରେ ଗ୍ୟାସ ଜରିଆରେ ଶବଦାହ ବ୍ୟବସ୍ଥା ହେବାକୁ ଥିବା ବେଳେ ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି ।
ଏନେଇ ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି।
Comments are closed.