ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ୪୩ ନିୟୁତ ଅତିକ୍ରମ କରିଛି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ୫୯ ହଜାର ରୋଗୀ ପ୍ରାଣ ହରାଇଛନ୍ତି।
ସାରା ବିଶ୍ୱରେ ଗତ ୨୪ ଘଣ୍ଟାରେ ପ୍ରାୟ ୪ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଭାରତ, ଫ୍ରାନ୍ସ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ବେଲଜିୟମ, ରୁଷିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା।
ୱାର୍ଲଡ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୪୩ ମିଲିୟନରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୫୯ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୧୯ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ସକ୍ରିୟ ମାମଲା ସଂଖ୍ୟା ୧୦ ନିୟୁତକୁ ବୃଦ୍ଧି ପାଇଛି, ଅର୍ଥାତ ବର୍ତ୍ତମାନ ଡାକ୍ତରଖାନାରେ ଏତେ ସଂଖ୍ୟକ ଲୋକ ଚିକିତ୍ସିତ ହେଉଛନ୍ତି।
BREAKING NEWS
- Historic decision: ଲଦାଖରେ ୫ଟି ନୂତନ ଜିଲ୍ଲା ହେବ ଗଠନ; ପ୍ରଶାସନିକ ସୁବିଧା ଏବଂ ବିକାଶକୁ କରିବ ବୃଦ୍ଧି
- Auto Ambulance Service: ଦୁର୍ଗମ ଅଞ୍ଚଳରେ ‘ନିରୀକ୍ଷଣ ସାଥୀ’ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ
- Kedarnath Yatra:କେଦାରନାଥ ଦ୍ବାର ଖୋଲିବାର ସପ୍ତାହେ ମଧ୍ୟରେ ୧.୮ ଲକ୍ଷ ଭକ୍ତ କଲେଣି ଦର୍ଶନ;QR କୋଡ ଜରିଆରେ ସ୍ୱାସ୍ଥ୍ୟ ସୂଚନା
- ଭାରତୀୟ ସେନା ଓ କିଟ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ଜାପାନ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ;କହିଲେ-‘ଡାଲମା’ ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ
- ମୋର ଫଲୋଅର ନାହାନ୍ତି, କାମ ମିଳୁନି; କାହିଁକି ଏମିତି କହିଲେ ଅଭିନେତା ପେଣ୍ଟଲ
- ଭୁବନେଶ୍ୱର, ହାଜେଲଉଡଙ୍କ ବୋଲିଂ ଆଗରେ ଧରାଶାୟୀ ହେଲା ଦିଲ୍ଲୀ, ୮୧ ବଲ ବାକିଥାଇ ଜିତିଲା ଆରସିବିି
- South Sudan plane crash:ବିମାନ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ;ବିମାନରେ ଥିଲେ ୨ କେନିଆର ନାଗରିକ
- ୨ଟି ମ୍ୟାଚ ଖେଳି ନ ପାରନ୍ତି ଲୁଙ୍ଗି ନିଗିଡି, ହରଡଘଣାରେ ଦିଲ୍ଲୀ
- ଅପରେସନ ସିନ୍ଦୂର ପରେ କେତେ ଶକ୍ତିଶାଳୀ ହୋଇଛି ଭାରତୀୟ ସେନା ?
Comments are closed.