Latest Odisha News

BREAKING NEWS

କେନ୍ଦ୍ରୀୟ ମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିିଟିଭ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ବୁଧବାର ଶକ୍ତ ଧକ୍କା ଲାଗିଛି । କେନ୍ଦ୍ରୀୟ ମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ବିହାର ନିର୍ବାଚନରେ ସେ ବିଜେପିର ଷ୍ଟାର ପ୍ରଚାରକ ଅଛନ୍ତି । ମୁଁ ଏବେ ଏକାନ୍ତବାସରେ ରହିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାପୂର୍ବକ ନିଜର ପରୀକ୍ଷା କରାଇ ନିଅନ୍ତୁ ।

ତାଙ୍କ ପୂର୍ବରୁ ବିଜେପିର ଶହାନବାଜ ହୁସେନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ବିଜେପିର ଏହି ଦୁଇ ଷ୍ଟାର ପ୍ରଚାରକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.