Latest Odisha News

BREAKING NEWS

ବିଶିଷ୍ଟ ଆଇନଜୀବୀ ପ୍ରତାପ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଆଇନଜୀବୀ ପ୍ରତାପ ଦାସଙ୍କର ରବିବାର ଦିନ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁଯାୟୀ ସେ ଭୁବନେଶ୍ୱର ବାର ଆସୋସିଏସନର ପୂର୍ବତନ ସଚିବ ତଥା ପୂର୍ବତନ ଉପସଭାପତି ଏବଂ ଭୁବନେଶ୍ୱର ଆଡଭୋକେଟ୍ ୱେଲଫେୟାର ଟ୍ରଷ୍ଟର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ।

ଅପରପକ୍ଷରେ ସେ ହେଉଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ୍ ଗଣନାଥ ଦାସଙ୍କ ପୁଅ।

 

Leave A Reply

Your email address will not be published.