ନୂଆଦିଲ୍ଲୀ: ମଣିପୁରରେ ବଜେପିର ବାଜିମାତ । ମଣିପୁର ଆସନ ସଖଲ କଲା ଭାରତୀୟ ଜନତା ପାର୍ଟି । ମଣିପୁର ବିଧାନସଭାର ୪ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ ୱାଙ୍ଗୋଇ ଆସନରୁ ବାଜିମାତ କରିଛନ୍ତି । ନଭେମ୍ବର ୭ରେ ମଣିପୁରରେ ୫ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଳା ।
BREAKING NEWS
- ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
- Blast In Coal Mine: କୋଇଲା ଖଣିରେ ବଡ଼ ବିସ୍ଫୋରଣ; ୧୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଅନେକ ଫସି…
- ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ
- ଆଇଏଏସ ସ୍ତରରେ ଅଦଳବଦଳ
- ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ; ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ ହେବ
- ଗମ୍ଭୀର କୋଚ ହେବା ପରେ ଡ୍ରେସିଂ ରୁମରେ କଣ ପରିବର୍ତନ ହୋଇଛି କହିଲେ ସୂର୍ଯ୍ୟକୁମାର
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା ଥିଲା; କାହିଁକି ଏଭଳି କହିଲେ ଓମ୍ ବିର୍ଲା…
- ଖୁଜଲି vs ଅବୋଧ ବାଳକ; ରାଜ୍ୟସଭାରେ ପରସ୍ପର ଉପରେ ବର୍ଷିଲେ ନଡ୍ଡା ଓ ଖର୍ଗେ
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
Comments are closed.