ଭୁବନେଶ୍ୱର: ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣୀ ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁନ୍ଦରପଦାର ଘର, ଭୁବନେଶ୍ୱର ଅଫିସ ଏବଂ କେନ୍ଦ୍ରାପଡା ରାଜନଗର ପୈତୃକ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଏକକାଳୀନ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ଯାଂଚ ଚଳାଇଛି ।
BREAKING NEWS
- ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ
- କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
- ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?
- ଭାରତ-ଆଫଗାନିସ୍ତାନ ଟି୨୦ ସିରିଜର ତାରିଖ,ସ୍ଥାନ ଚୂଡ଼ାନ୍ତ: ଅନିଶ୍ଚିତତାରେ ବାଂଲାଦେଶ ଗସ୍ତ
- ସୌର ଶକ୍ତି ଆଡ଼କୁ ଦକ୍ଷିଣ ଓଡ଼ିଶା: ମାତ୍ର ୧୮୭୫ ଟଙ୍କାରେ ମିଳୁଛି ସୌର ପ୍ୟାନେଲ୍, ବ୍ୟାପକ ସବସିଡି ସାଜିଛି ସଞ୍ଜିବନୀ
- ଭୁବନେଶ୍ୱରରେ ବାଟବଣା PNG ପ୍ରକଳ୍ପ: ପ୍ରତିଶ୍ରୁତି ପରେ ବି ଲୋକଙ୍କୁ ମିଳୁନି ପାଇପ୍ ଗ୍ୟାସ ସଂଯୋଗ
- ଦେଶରେ ପ୍ରତି ୩ ଜଣରେ ଜଣେ ଓକିଲ ଜାଲ୍! ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
- ସଂସଦରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ରିଜିଜୁ, କହିଲେ ‘ଅମିତ ଶାହଙ୍କୁ ସାମ୍ନା କରିବାକୁ ସାହସ ନାହିଁ’
- ୧୪ତମ ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍: କିସ୍ ଓ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିଅନ
- ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଏକାଧିକ ହାର୍ଡକୋର ମାଓବାଦୀ

Comments are closed.