Latest Odisha News

BREAKING NEWS

ଭାରତର କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମକୁ ଓସ୍କାର ଏଂଟ୍ରି

ମୁମ୍ବାଇ: ଲେଖକ ଓ ନିର୍ଦ୍ଦେଶକ କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହା ଲାଇଭ ଆକ୍ସନ ଶର୍ଟ ଫିଲ୍ମ କାଟାଗୋରିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ । କୀଥ ଫିଲ୍ମର କଳାକାରଙ୍କୁ ଏଥିନେଇ ଧନ୍ୟବାଦ ଦେବା ସହ ବ୍ୟକ୍ତିଗତ ଭାବେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।

ଗତ ବର୍ଷ ଏପ୍ରିଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଚୟନ ପ୍ରକ୍ରିୟାରେ ନଟଖଟ, ସାଉଣ୍ଡପ୍ରୁଫ, ସଫର ଓ ଟ୍ରେଣ୍ଡ ଫିଲ୍ମକୁ ପଛରେ ପକାଇଥିଲା । ସୟାନୀ ଗୁପ୍ତା, ହସେନ ଦଲାଲ ଓ ଋଷଭ କାପୁର ଏହି ଫିଲ୍ମରେ ଅଭିନୟ କରିଛନ୍ତି । ୧୫ ମିନିଟର ଏହି କମେଡି ଥ୍ରୀଲର ହୋମ ପ୍ରଫେଶନାଲଙ୍କ ଜୀବନୀ ଉପରେ ଆଧାରିତ ।

Leave A Reply

Your email address will not be published.