ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ଗୁରୁବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୫ ଫେବୃୟାରୀରୁ ଟେଷ୍ଟ, ୧୨ ମାର୍ଚ୍ଚରୁ ଟି୨୦ ଓ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଅବସରରେ ଯୁବ ଖେଳାଳିଙ୍କ ପାଇଁ ଗୁଜରାଟ କ୍ରିକେଟ ଆସୋସିଏଶନର ଇଣ୍ଡୋର ଏକାଡେମୀ ଉଦଘାଟିତ କରିବେ ଜୟ ଶାହ । ଫେବୃୟାରୀ ୨୪ରୁ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ ଗୁଜରାଟର ଅହମଦାବାଦରେ ଆରମ୍ଭ ହେବ । ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତ ଗସ୍ତରେ ଇଂଲଣ୍ଡ ଆସିବ ବୋଲି ସୂଚନା ଦେଇଥିଲେ । ୪ଟି ଟେଷ୍ଟ ମ୍ୟାଚ ବ୍ୟତୀତ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଓ ୩ଦିନିକିଆ ମ୍ୟାଚ ଖେଳାଯିବ ।
ଟେଷ୍ଟ ସିରିଜ
୫ରୁ ୯ ଫେବୃୟାରୀ-ପ୍ରଥମ ଟେଷ୍ଟ (ଚେନ୍ନାଇ)
୧୩ରୁ ୧୭ ଫେବୃୟାରୀ-ଦ୍ୱିତୀୟ ଟେଷ୍ଟ (ଚେନ୍ନାଇ)
୨୪ରୁ ୨୮ ଫେବୃୟାରୀ-ତୃତୀୟ ଟେଷ୍ଟ (ଦିବାରାତ୍ର)(ଅହମ୍ମଦାବାଦ)
୪ରୁ୮ ମାର୍ଚ୍ଚ-ଚତୁର୍ଥ ଟେଷ୍ଟ (ଅହମ୍ମଦାବାଦ)
ଟି୨୦ ସିରିଜ
୧୨ ମାର୍ଚ୍ଚ- ପ୍ରଥମ ଟି୨୦(ଅହମ୍ମଦାବାଦ)
୧୪ ମାର୍ଚ୍ଚ- ଦ୍ୱିତୀୟ ଟି୨୦ (ଅହମ୍ମଦାବାଦ)
୧୬ ମାର୍ଚ୍ଚ-ତୃତୀୟ ଟି୨୦ (ଅହମ୍ମଦାବାଦ)
୧୮ ମାର୍ଚ୍ଚ -ଚତୁର୍ଥ ଟି୨୦ (ଅହମ୍ମଦାବାଦ)
୨୦ ମାର୍ଚ୍ଚ- ପଂଚମ ଟି୨୦ (ଅହମ୍ମଦାବାଦ)
ଦିନିକିଆ ସିରିଜ
୨୩ ମାର୍ଚ୍ଚ-ପ୍ରଥମ ଦିନିକିଆ(ପୁଣେ)
୨୬ ମାର୍ଚ୍ଚ-ଦ୍ୱିତୀୟ ଦିନିକିଆ(ପୁଣେ)
୨୮ ମାର୍ଚ୍ଚ-ତୃତୀୟ ଦିନିକିଆ (ପୁଣେ)
BREAKING NEWS
- ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭାରତରେ ହେବ କି ଦୃଶ୍ୟମାନ…
- ଏହି ମଡେଲଙ୍କୁ ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡ
- ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ
- ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ୫ ଘଣ୍ଟା ସଧାରଣ ଦର୍ଶନ ବନ୍ଦ
- ଟ୍ରେନ୍ ନା ବିମାନ: ଭାରତରେ କେଉଁ ଯାତ୍ରା ଅଧିକ ସୁରକ୍ଷିତ? ଲୋକସଭା ରିପୋର୍ଟରୁ ଆସିଲା ବଡ଼ ତଥ୍ୟ
- ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ
- କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
- ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?
- ଭାରତ-ଆଫଗାନିସ୍ତାନ ଟି୨୦ ସିରିଜର ତାରିଖ,ସ୍ଥାନ ଚୂଡ଼ାନ୍ତ: ଅନିଶ୍ଚିତତାରେ ବାଂଲାଦେଶ ଗସ୍ତ
- ସୌର ଶକ୍ତି ଆଡ଼କୁ ଦକ୍ଷିଣ ଓଡ଼ିଶା: ମାତ୍ର ୧୮୭୫ ଟଙ୍କାରେ ମିଳୁଛି ସୌର ପ୍ୟାନେଲ୍, ବ୍ୟାପକ ସବସିଡି ସାଜିଛି ସଞ୍ଜିବନୀ

Comments are closed.