ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୫୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।
ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Another 358 Covid patients have recovered and are being discharged on 16.12.2020
43 from Khordha
36 from Sundargarh
29 from Anugul
26 from Cuttack
23 from Mayurbhanj
19 from Bargarh
19 from Bhadrak
19 from Bolangir
18 from Puri
16 from Nuapada
15 from Baleswar
13 from Keonjhar— H & FW Dept Odisha (@HFWOdisha) December 16, 2020
ତେବେ ୩୫୮ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୨୦,୨୦୮ ଜଣ ସୁସ୍ଥ ହୋଇଛନ୍ତି।
The total recovered cases of Odisha now stand at 320208
— H & FW Dept Odisha (@HFWOdisha) December 16, 2020
Comments are closed.