ଆଇସିଏମ୍ଆର ମୁଖ୍ୟଙ୍କୁ କରୋନା, ଏମ୍ସରେ ଭର୍ତ୍ତି କରୋନା ଅପଡ଼େଟ୍ଦେଶ ବିଦେଶଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Dec 18, 2020 Share ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ମୁଖ୍ୟ ଡକ୍ଟର ବଳରାମ ଭାର୍ଗଭ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜି ନ୍ୟୁଜ୍ ରିପୋର୍ଟ ମୁତାବକ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଛି। Share
Comments are closed.