Latest Odisha News

BREAKING NEWS

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୮୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୁନ୍ଦରଗଡ଼ରୁ ସର୍ବାଧିକ ୭୧ ଆରୋଗ୍ୟ ହୋଇଥିବା ବେଳେ ତା’ତଳକୁ ଖୋର୍ଦ୍ଧାରୁ ୩୮ ସୁସ୍ଥ ହୋଇଛନ୍ତି।

 

ତେବେ ୩୮୮ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୨୨,୩୪୪ ଜଣ ସୁସ୍ଥ ହୋଇଛନ୍ତି।

Comments are closed.