ଭୁବନେଶ୍ୱର: ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଗୁରୁବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।
ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁ ହେଉଥିଲେ ଏହି ନଂ ଜରିଆରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।
ଆହୁରି ମଧ୍ୟ ନିଜ ଅଞ୍ଚଳରେ ବାର୍ଡ ଫ୍ଲୁ ବିଷୟରେ ସୂଚନା ପ୍ରଦାନ କରିବାକୁ ୦୬୭୧-୨୪୧୪୩୧୦ / ୭୯୭୮୧୦୫୫୩୮/୯୪୩୭୩୧୩୧୮୩ ରେ ଯୋଗାଯୋଗ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର।
Comments are closed.