ନୂଆଦିଲ୍ଲୀ: ବଜେଟ ଘୋଷଣା ଅନୁସାରେ ଶସ୍ତା ହେବ ଷ୍ଟିଲ, ତମ୍ବା ଓ ଲୁହା ସାମଗ୍ରୀ । ମହଙ୍ଗା ହୋଇପାରେ ମୋବାଇଲ ଓ ଏହାର ଉପକରଣ । ମୋବାଇଲ ଉପକରଣ ଉପରେ ସୀମା ଶୁଳ୍କ ୨.୫% ହୋଇଛି । କିଛି ଅଟୋ ପାଟର୍ସ ଉପରେ କଷ୍ଟମ ଡ୍ୟୁଟି ବଢିବ । ଶସ୍ତା ହୋଇପାରେ ସୁନା ଓ ରୁପା । ସୁନା ଓ ରୁପା ଉପରେ ସୀମା ଶୁଳ୍କ ହ୍ରାସ ନେଇ ବଜେଟରେ ଘୋଷଣା କରିଛନ୍ତି ସରକାର । ସେହିପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଏଣିକି ଅଧିକ ଟଙ୍କା ଗଣିବାକୁ ପଡ଼ିବ । ମୂଲ୍ୟବାନ ପଛର ବି ମହଙ୍ଗା ହେବ ।
BREAKING NEWS
- କୋହଲିଙ୍କ ମ୍ୟାଚ ବିଜୟୀ ଅର୍ଦ୍ଧଶତକ: ବେଙ୍ଗାଲୁରକୁ କ୍ରମାଗତ ଦ୍ୱିତୀୟ ଟାଇଟଲ
- ବିଜେଡି ଛାଡି ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ
- ହାତୀକୁ ମାରି ଫାର୍ମ ହାଉସ୍ରେ ପୋତିଥିବା ଅଭିଯୋଗ;ମାଲିକ ସହ ୩ ଅଟକ
- ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା
- ହିଟ୍ ଆଣ୍ଡ ରନରେ ବରେନ୍ୟ ରାଉତରାୟଙ୍କୁ ହତ୍ୟା ଘଟଣା; ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଗିରଫ
- ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା, ୨ ଗିରଫ, ଜଣେ ଫେରାର
- ଖାଇକୁ ଖସିଲା କାର…ଚାଲିଗଲା ୮ ଜଣଙ୍କ ଜୀବନ
- ସିଙ୍ଗାପୁର ଓପନ: ସାତ୍ୱିକସାଇରାଜ-ଚିରାଗଙ୍କୁ ଟାଇଟଲ
- କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତିଙ୍କ ପରଲୋକ
- ଭିଟାମିନ୍ D3, କ୍ୟାଲସିୟମ୍ ଏବଂ ମିଥାଇଲକୋବାଲାମିନ୍ ସମେତ ୩୦ଟି ଔଷଧର MRP ହେଲା ସ୍ଥିର, ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ…
Comments are closed.