ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆର ୧୩ ତମ ସଂସ୍କରଣରେ ଯୁଦ୍ଧ ବିମାନ ଚମତ୍କାର ପ୍ରଦର୍ଶନ କରୁଛି। ଭାରତୀୟ ଜନତା ପାର୍ଟିର ସର୍ବ କନିଷ୍ଠ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଗୁରୁବାର ଏରୋ ଇଣ୍ଡିଆ ଶୋ’ର ଦ୍ୱିତୀୟ ଦିନରେ ଏଠାକୁ ଉପସ୍ଥିତ ହୋଇଛନ୍ତି। ସେ ଭାରତରେ ନିର୍ମିତ ତେଜସ୍ ଯୁଦ୍ଧ ବିମାନରେ ଉଡାଣ ମଧ୍ୟ ଭରିଛନ୍ତି। ଏହି ସମୟ ମଧ୍ୟରେ ସେ ଏୟାରଫୋର୍ସ ପାଇଲଟଙ୍କ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେଜସ୍ୱୀ ବାଙ୍ଗାଲୋର ଦକ୍ଷିଣ ଆସନରୁ ଲୋକସଭା ସାଂସଦ। ନିକଟରେ ତାଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି କରାଯାଇଥିଲା।
BREAKING NEWS
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
- MEA replies to Trump’s claim: ଭାରତ କ’ଣ ରୁଷ ତେଲ କିଣିବା ବନ୍ଦ କରିଦେବ? ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସାମ୍ନାକୁ ଆସିଲା ଭାରତ, ରୁଷ୍ ଉଭୟର ପ୍ରତିକ୍ରିୟା…
- ପରିଦର୍ଶନରେ ଆସିଥିବା ୫ଦେଶର ସେନା ବାହିନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
- ସରକାରୀ ପାଣ୍ଠିର ଅପବ୍ୟବହାର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଦୋଷୀ ସାବ୍ୟସ୍ତ
- Why Naseeruddin Shah Angry : ‘ପ୍ରଶଂସା ନ କରିବା ଦେଶଦ୍ରୋହ ହୋଇଗଲା’, କାହିଁକି ଭଡ଼କିଲେ ନାସିରୁଦ୍ଦିନ ଶାହ?
- UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ; IAS ଓ IFS ପାଇଥିଲେ…
- PM Modi Speech Cancelled: କାହିଁକି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହୀତ ହେଲା ଧନ୍ୟବାଦ ପ୍ରସ୍ତାବ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କାରଣ…
- SC To Mamata Govt :ମମତା ସରକାରଙ୍କୁ ବଡ଼ ଝଟକା, କର୍ମଚାରୀମାନଙ୍କୁ ବାକି ଥିବା DA ର ୨୫% ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
- ଟି୨୦ ବିଶ୍ୱକପ: ପାକିସ୍ତାନ ମନା କରିଥିଲେ ବି ମ୍ୟାଚ ଖେଳିବାକୁ ଯିବ ଟିମ ଇଣ୍ଡିଆ
- ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ
Comments are closed.