Latest Odisha News

BREAKING NEWS

ପରଲୋକରେ ଅଭିନେତା ରାଜୀବ କପୁର

ନୂଆଦିଲ୍ଲୀ: ଆସ୍‌ମାନ, ଲଭର୍ ବଏ, ଜବରଦସ୍ତ ଏବଂ ହମ୍ ତୋ ଚଲେ ପରଦେଶ, ରାମ ତେରୀ ଗଙ୍ଗା ମେଲି, ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଦିଗ୍‌ଗଜ ଅଭିନେତା ରାଜୀବ କପୁରଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ସେ ୫୮ ବର୍ଷ ବୟସ ହୋଇଥିଲା।

ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ପୁଅ। ଅର୍ଥାତ୍‌ ରିଷି କପୁର ଏବଂ ରଣଧୀର କପୁରଙ୍କ ଭାଇ। ନୀତୁ କପୁର ଏହି ଖବରକୁ ନିଶ୍ଚିତ ଇନଷ୍ଟାଗ୍ରାମ୍‌ରେ “RIP” ବୋଲି ଲେଖିଛନ୍ତି।

Leave A Reply

Your email address will not be published.