ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତୈଳ ଦର ସାଧାରଣ ଲୋକଙ୍କୁ ବହୁତ ବାଧିଛି । ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ଟଙ୍କା କମ୍ କରନ୍ତୁ ଦାମ୍ । ବନ୍ଦ ପାଳନ ବେଳେ କୌଣସି ସ୍ଥାନରେ ହିଂସାକାଣ୍ଡ ଘଟିଥିଲେ ଦୁଃଖ ପ୍ରକାଶ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
BREAKING NEWS
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ; ବାଜ୍ୟାପ୍ତି ହେଲା ଏସସିଓଙ୍କ ସମ୍ପତ୍ତି
- ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି:ମୋଦି
- ବରଗଡରେ ଅଟୋଚାଳକଙ୍କୁ ହତ୍ୟା, ବ୍ୟକ୍ତିଗତ କହିଲେ ମୁଖ୍ୟ ନିର୍ବଚନୀ ଅଧିକାରୀ
- କେଜ୍ରିଓ୍ୱାଲଙ୍କ ଘରେ ସାଂସଦଙ୍କୁ ଅସଦାଚରଣ ମାମଲା: ଫରେନସିକ୍ ଯାଞ୍ଚ ପାଇଁ ଗଲା ସ୍ୱାତୀଙ୍କ ଡ୍ରେସ୍
- ମତଦାନ ସମୟରେ ଭଞ୍ଜନଗର ବୁଥ୍ ଭିତରେ ହିଂସା, ବୁଥ୍ ରିଗିଂ କରୁଥିବା ଅଭିଯୋଗ
- ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ:ମୋଦି
- ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ଚେତାବନୀ: ହିଂସା ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ
- ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ
- ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ:ମୋଦି
- ରତ୍ନ ଭଣ୍ଡାର ଚାବି ଗାଏବ ପଛରେ ବିଜେଡି, ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟ ହେବ ସାର୍ବଜନୀନ