Latest Odisha News

ଗଣତନ୍ତ୍ର ଦିବସ ହିଂସା; ବଢିଲା ଦୀପ ସିଦ୍ଧୁଙ୍କ ରିମାଣ୍ଡ ଅବଧି

ଗଣତନ୍ତ୍ର ଦିବସ ହିଂସାରେ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ସାତ ଦିନ ଅତିରିକ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ କୋର୍ଟଙ୍କ ଦ୍ବାରା ଦୀପ ସିଦ୍ଧୁଙ୍କ ରିମାଣ୍ଡରେ ୭ ଦିନ ବୃଦ୍ଧି କରାଯାଇଛି।

ଗଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲାରେ ଭିଆଇଥିବା ହିଂସା ଘଟଣାରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ସାତ ଦିନ ଅତିରିକ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.