Latest Odisha News

BREAKING NEWS

କୃଷ୍ଣ ବଳଙ୍କ ପ୍ରବନ୍ଧ ସଙ୍କଳନ ‘ରକ୍ତରାଗର ଚହଟା’ ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ପ୍ରାବନ୍ଧିକ  କୃଷ୍ଣ ବଳଙ୍କ ପ୍ରବନ୍ଧ ‘ ରକ୍ତରାଗର ଚହଟା ‘ ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବରେ ଔପନ୍ୟାସିକା ଇନ୍ଦିରା ଦାସ ଅଧ୍ୟକ୍ଷତା କରି ପ୍ରାବନ୍ଧିକ ଶ୍ରୀ ବଳଙ୍କ ଲେଖକ ଜୀବନ ଉପରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ନିବାସ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ଅନୁସୂୟା ମଞ୍ଚ ପରିଚାଳନା କରିଥିଲେ ଏବଂ କବି ନୃସିଂହ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.