Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ଶିକ୍ଷକ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ଶିକ୍ଷକଙ୍କ ସୁବର୍ଣ୍ଣପୁର ସ୍ଥିତ ବାସଭବନ ସମେତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛନ୍ତି । ଏପର୍ଯ୍ୟନ୍ତ ଶିକ୍ଷକଙ୍କ ସମ୍ପତ୍ତିର ସଠିକ ଆକଳନ କରାଯାଇନଥିବା ଜଣାପଡିଛି।

 

Leave A Reply

Your email address will not be published.