ଭୁବନେଶ୍ୱର: ଚଳିତ ଓଡିଶା ମହିଳା ଲିଗ୍ ଫୁଟବଲରେ ଗୁରୁବାର ମୁକାବିଲାରେ ସାଇ-ଏସଟିସି ୨-୧ ଗୋଲରେ ଓଡିଶା ପୋଲିସକୁ ପରାସ୍ତ କରିଛି । ଏହି ମ୍ୟାଚ କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ବିଜୟୀ ଦଳ ପକ୍ଷରୁ ୩୬ତମ ମିନିଟରେ ଦୀପା ନାୟକ ଓ ଗୁଡିୟା କୁମାରୀ ୯୦ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଓଡିଶା ପୋଲିସ ପକ୍ଷରୁ ୮୨ତମ ମିନିଟରେ ଜ୍ୟୋତ୍ସ୍ନା ମଲ୍ଲିକ ଏକମାତ୍ର ଗୋଲଟି ଦେଇଥିଲେ । ଦୀପା ନାୟକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।ଚିତ୍ରମ୍ବଦା ପାତ୍ର, ଦୁର୍ଗାମାଧବ ଆଚାର୍ଯ୍ୟ, ସୁଲତାନ ପରୱିନ, ବିଚିତ୍ରା ପ୍ରଧାନ, ଦୁର୍ଗା ମାଧବ ନାଏକ ଓ ସୁଦୀପ୍ତା ଦାସ ମ୍ୟାଚ ପରିଚାଳନା କରିଥିଲେ ।
ଶନିବାର(୬-୩-୨୧): ପ୍ରଥମ ମ୍ୟାଚ-ଓଜିପି ବନାମ ସାଇ-ଏସଟିସି(କଳିଙ୍ଗ ଷ୍ଟାଡିୟମ) । ଦ୍ୱିତୀୟ ମ୍ୟାଚ ରେଲୱେ -ରାଇଜିଂ ଷ୍ଟୁଡେଂଟ କ୍ଲବ (କ୍ୟାପିଟାଲ ଗ୍ରାଉଣ୍ଡ) ।
BREAKING NEWS
- ୯୦ ଦଶକ ବଲିଉଡର ରହସ୍ୟ ଉଜାଗର କଲେ ସୋନାଲୀ ବେନ୍ଦ୍ରେ
- ସନ୍ତୋଷଙ୍କୁ ନୀଳଗିରି ପାର୍ଥୀ କଲା ବିଜେପି
- ପ୍ରାର୍ଥୀ କଲାନି ବିଜେପି, ବରୀରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ
- ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ କାର୍ଯ୍ୟରତ ମହିଳା କର୍ମାଚାରୀ
- ରାଜ୍ୟପାଳଙ୍କ ଉପରେ ଲାଗିଲା ଯୌନ ଉତ୍ପୀଡନର ଆରୋପ , ପୋଲିସ୍ ଓ କର୍ମୀଙ୍କୁ ରାଜଭବନ ମନା
- ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର
- ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ ଖୁଲାସା: ତେଲେଙ୍ଗାନାରୁ ପୋଷ୍ଟ ହୋଇଥିଲା ଭିଡିଓ, ୪ ଗିରଫ
- ବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ
- ଅମେଠିରୁ ଟିକେଟ ମିଳିବା ପରେ ଆସିଲା କିଶୋରୀ ଲାଲଙ୍କ ପ୍ରତିକ୍ରିୟା, କହିଲେ ୪୦ ବର୍ଷ ଧରି ସେବା କରିଆସିଛି
- ଧାର୍ଯ୍ୟ ହେଲା ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ସୀମା: ବାଇକ ପାଇଁ ୨୦୦, କାର ପାଇଁ ୫୦୦ ଟଙ୍କା