Latest Odisha News

ଟ୍ବିଟରର ପ୍ରଥମ ଟ୍ବିଟ୍ ନିଲାମ, ଜାଣନ୍ତୁ କ’ଣ ରହିଛି ଖାସ୍

ନ୍ୟୁୟର୍କ: ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ହୋଇଥିବା ସର୍ବପ୍ରଥମ ଟ୍ୱିଟ୍ ସ୍ୱତନ୍ତ୍ର ଡିଜିଟାଲ୍ ସିଗ୍ନେଚର ସହ ବିକ୍ରି ହେଉଛି।

ମାର୍ଚ୍ଚ ୨୦୦୬ ରେ ଡୋର୍ସିଙ୍କ ଆକାଉଣ୍ଟରୁ “Just setting up my twttr” ବୋଲି ପୋଷ୍ଟ କରାଯାଇଥିଲା।

ଏକ ଟ୍ୱିଟ୍ ନିଲାମ $ ୧,୦୦,୦୦୦ ଡଲାର (୧.୯୫ କୋଟି ଟଙ୍କା) ଅତିକ୍ରମ କରିଛି।

ଏହା ନନ ଫଞ୍ଜିବଲ୍ ଟୋକନ ((NFT)ରେ ବିକ୍ରି ହେବ। ଏହା ଏକ ଡିଜିଟାଲ୍ ଫାଇଲ୍ ଯାହା ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଅନଲାଇନ୍ ମିଡିଆର ମାଲିକାନା କିଣାବିକାର ଅନୁମତି ଦେଇଥାଏ।

Comments are closed.