ଭୁବନେଶ୍ବର : ଆସନ୍ତାକାଲି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ଦୋକାନ ବଜାର ସହ ବନ୍ଦ ରହିବ ଗାଡ଼ି ଚଳାଚଳ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାରତ ବନ୍ଦ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ସେହିପରି କଲେଜ୍, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । କୃଷକ ସଙ୍ଗଠନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ, ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ ଓ ବାମଦଳ ।
BREAKING NEWS
- ବିନିକା ଅଧ୍ୟକ୍ଷାଙ୍କ ଘରକୁ ଫାୟାରିଂ, ୨୫ ରାଉଣ୍ଡ ଗୁଳି…
- ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ରାଉରକେଲାରେ ଏନକାଉଣ୍ଟର, ୨ ହତ୍ୟା ଅଭିଯୁକ୍ତ ଆହତ
- ସିନେ ପରଦାରେ ଦେଖିବାକୁ ମିଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଆମିର କଲେ ଘୋଷଣା
- ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…
- Vigilance Raid:୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା
- ଅବକାରୀ ବିଭାଗର ବଡ ଧରଣର ଚଢାଉ; ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ
- ଜନସେବା କେନ୍ଦ୍ରରେ ଠକେଇ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ଗିରଫ ହେଲେ ଯୁବକ
- ଦିନିକିଆ ଦଳରୁ ବାଦ ପଡି ପାରନ୍ତି କୂଲଦୀପ

Comments are closed.