ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ସରକାରଙ୍କ ଚିନ୍ତା ବି ବଢ଼ିଲାଣି । ବ୍ୟାପୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ଦଶମ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ସରକାର । ଭୂତାଣୁର ଭୟାବହତାକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ଏପ୍ରିଲ୍ ୧୯ ତାରିଖରୁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟର ସମସ୍ତ ଇଂରାଜୀ ମିଡିୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ ତାରିଖରୁ ବନ୍ଦ ରହିବ । କରୋନାର ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ଅତ୍ୟଧିକ ମିଠା ଖାଉଛନ୍ତି କି? ସାବଧାନ, ହୋଇପାରେ ଟାଇପ୍-୨ ଡାଇବେଟିସ୍!
- ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍ସିପ: ଦୀର୍ଘ ୧୫ ବର୍ଷ ପରେ ମହିଳା ଡବଲ୍ସରେ ଭାରତକୁ ମିଳିବ ପଦକ
- ସ୍ପିରିଟ ଫିଲ୍ମ ବିବାଦ: ଦୀପିକା ପାଦୁକୋନଙ୍କ ନିଷ୍ପତ୍ତି ଓ ପ୍ରଯୋଜକଙ୍କ ବିସ୍ଫୋରକ ଅଭିଯୋଗ
- Poland backs India’s anti-terror stance:‘ଆମେ ଭାରତ ସହ ଅଛୁ’: ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହି ଦେଶ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି
- Parents Right: ବୁଢା ବାପା-ମା’କୁ ହତାଦର କରିପାରିବେନି ପୁଅ-ଝିଅ…ସୁପ୍ରିମକୋର୍ଟ ଦେଲେ ବଡ ରାୟ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ, ହଜାର ହଜାର ସାଧୁସନ୍ଥଙ୍କ ଜନସମାଗମ
- India Warns Japan: ‘ଯେମିତି ପାକିସ୍ତାନ ହାତରେ ନ ଲାଗୁ…’, ଜାପାନ ସହ ମିଟିଂ ମଝିରେ କାହିଁକି ଏମିତି କହିଦେଲେ ରାଜନାଥ?
- ଗଞ୍ଜାମ ଜିଲ୍ଲା ସୌର ସ୍ଥାପନାରେ ପ୍ରଥମ: ଦକ୍ଷିଣ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ମିଳୁଛି ଅଧିକ ଗତି
- Vande Mataram row: ‘ଖଣ୍ଡ ଖଣ୍ଡ କରିଦେବେ’…ବନ୍ଦେ ମାତରମ୍ ବିବାଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ଚେତାବନୀ
- ଆଖି ବୁଜିଲେ ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ

Comments are closed.