ରାଉରକେଲା : ସୁନ୍ଦରଗଡ଼ରେ ବ୍ୟାପୁଛି ମହାମାରୀ କରୋନା । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ଓ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୪ ଜଣ କର୍ମଚାରୀ ଓ ଅଫିସର ହୋମ ଆଇସୋଲେସନରେ ଅଛନ୍ତି । ଅବକାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି । ଏହାସହ ଆସନ୍ତା ୭ ଦିନ ପାଇଁ ଅବକାରୀ ଅଫିସକୁ ବନ୍ଦ କରାଯାଇଛି । ସୂଚନା ଅନୁସାରେ, ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସି ଅବକାରୀ ବିଭାଗ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଅବକାରୀ ବିଭାଗ ଡିଏସପି ଝସକେତନ ବରିହା ।
BREAKING NEWS
- Double murder: ମା’-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା
- ହସୁଥିବା ମଣିଷ ଚାଲିଗଲା କୋମାକୁ; ସିସିଟିଭି କ୍ୟାମେରାରେ କଏଦ ହେଲା ରାସ୍ତା କଡ଼ର ସେହି ଭୟଙ୍କର ଦୃଶ୍ୟ
- ୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍ ଦଣ୍ଡ
- ଖେଳ ପଡ଼ିଆରୁ ସନ୍ତ୍ରାସବାଦର ଗୁପ୍ତ ସୁଡ଼ଙ୍ଗ; ପୂର୍ବତନ ଖେଳାଳିଙ୍କ ଭାଇଙ୍କ ମୃତ୍ୟୁ ପରେ ଖୋଲିଲା ବଡ଼ ସାଙ୍ଘାତିକ ସତ
- ମାତ୍ର କେଇ ଶହ ଟଙ୍କା ପାଇଁ ଖଟୁଥିବା ଝିଅ ପାଲଟିଗଲା କୋଟିପତି? ପଛରେ ଲୁଚିଛି ଏକ ଭୟଙ୍କର ଷଡ଼ଯନ୍ତ୍ର?
- ନିମିଷକେ ବଦଳି ଯାଇଥାନ୍ତା ଭାଗ୍ୟ, ହେଲେ ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କଲେ ଓଡ଼ିଆ ପୁଅ
- ଯୁବପିଢ଼ିଙ୍କୁ ବରବାଦ୍ କରିବାକୁ ସ୍ପେଶାଲ୍ ଡେଲିଭରୀ; ଭୁବନେଶ୍ୱରରୁ ଗିରଫ ହେଲା ବଡ଼ ନିଶା ବେପାରୀ
- ରୋଗୀଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଲା ଏମ୍ସ ପରିସର; ଜରୁରୀକାଳୀନ ୱାର୍ଡ ଭିତରେ ଡାକ୍ତରଙ୍କ ସହ କଣ ଘଟିଲା?
- ୨୩ଟି ଭାଷାରେ ଲଢ଼େଇ ଏବଂ ମିଳିବ ଜାତୀୟ ସମ୍ମାନ; ଆପଣଙ୍କ ପିଲାଙ୍କ ଭିତରେ ଲୁଚିନି ତ ଏହି ଗୁପ୍ତ ପ୍ରତିଭା?
- ମୁମ୍ବାଇ ଇଣ୍ଡିଆନ୍ସରୁ ଏହି ୫ ଖେଳାଳିଙ୍କ ହେବ ଛୁଟି

Comments are closed.