ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ଭାରତରୁ ବିମାନସେବାକୁ ବନ୍ଦ କରୁଛନ୍ତି । ଆଜି ଅଷ୍ଟ୍ରେଲିଆ ସରକାର ଭାରତରୁ ବିମାନସେବାକୁ ସାମୟିକ ବାତିଲ କରିଛନ୍ତି । ମେ ୧୫ ତାରିଖ ଯାଏ ଭାରତରୁ ସିଧାସଳଖ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏହି ନିଷେଧାଦେଶ ଜାରି କରିଛନ୍ତି । ଭାରତରେ ସଂକ୍ରମଣ ବଢୁଥିବାରୁ ସାୟମିକ ସମୟ ପାଇଁ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍, ହଂକଂ, କାନାଡ଼ା ଓ ସିଙ୍ଗାପୁର ଭାରତରୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
BREAKING NEWS
- Women’s Reservation Bill: ବିଲ୍ ପାସ୍ ନହେବା ପରେ ବିରୋଧୀଙ୍କୁ ଅମିତଙ୍କ ଚେତାବନୀ;କହିଲେ-ପ୍ରତ୍ୟେକ ନିର୍ବାଚନରେ ମହିଳାଙ୍କ କ୍ରୋଧର ସମ୍ମୁଖୀନ ହେବ
- ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…
- କୋଚଙ୍କ ବିରୋଧରେ ମାନସିକ ଯନ୍ତ୍ରଣା ଅଭିଯୋଗ ଆଣିଲେ ନୀରଜ, ସୁମିତ
- ଛାତ୍ରଙ୍କୁ ପ୍ରଧାନ ଶିକ୍ଷକଙ୍କ ମାଡ଼ ଘଟଣା, ଭିଡିଓ ଭାଇରାଲ ପରେ ଉତ୍ତେଜନା
- School Wall Collapse:ସ୍କୁଲ ପାଚେରୀ ପଡ଼ି ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ,ଠିକାଦାରଙ୍କ ନାଁରେ…
- ବିଏନଏସ୍ ଲାଗୁ ହେବାପରେ ବର୍ଷକ ମଧ୍ୟରେ ଏହାର ସୁଫଳ ଅନୁଭୂତ ହୋଇଛି: ଡିଜିପି
- ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ନିର୍ଦ୍ଦେଶ
- କୁପୋଷଣ ଡାଇବେଟିସ ଆଶଙ୍କା ବଢ଼ାଇଥାଏ.. ଟାଇପ୍ 5 ଡାଇବେଟିସ କ’ଣ?
- ଆୟର୍ଲାଣ୍ଡ ସମୂଦ୍ରକୂଳରେ ମିଳିଲା ରହସ୍ୟମୟ ଶାର୍କ
- ଇରାନର ବଡ଼ ଘୋଷଣା; ଖୋଲିଲା ହର୍ମୁଜ୍ ପ୍ରଣାଳୀ…
Comments are closed.