ଜୟପୁର : ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ୍ । ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍ ଆସିଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଗାଇଡଲାଇନ୍ ଅନୁସାରେ ସେ ଆଇସୋଲେସନରେ ରହିଛନ୍ତି । ଏପରିକି ସେ ସୁସ୍ଥ ଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
BREAKING NEWS
- କୁଲଗାମରେ ଆତଙ୍କବାଦୀ ହମ୍ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
- ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା
- Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା ପରିବାର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା
- ବାଲିଯାତ୍ରା ପଡିଆ ଓ ଗଡ଼ଗଡିଆ ଘାଟରେ କାଉଡିଆଙ୍କୁ କଟକଣା, ପାଣି ଉଠା ଉପରେ ଲାଗିଲା ରୋକ୍
- ଗାଡି ଚଳାଇବା ବେଳେ ସାବଧାନ! ରାସ୍ତାରେ ଅଛି AI, ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ
- ‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା ଭାରତ-ପାକିସ୍ତାନର ପରମାଣୁ ଯୁଦ୍ଧ
- ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍
- ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର
- ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
Comments are closed.