Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ପୁଣି ବଢିଲା କରୋନା କର୍ଫ୍ୟୁର ଅବଧି

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ପୁଣି ବଢିଲା କର୍ଫ୍ୟୁ ଅବଧି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଦିନ କରୋନା କର୍ଫ୍ୟୁକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି।

“ସମସ୍ତେ ଜାଣନ୍ତି ଯେ ଆମ ଦେଶ, ରାଜ୍ୟ ତଥା ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ମୁଁ ତୁମର ସମର୍ଥନ ଚାହୁଁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।”

Comments are closed.