Latest Odisha News

BREAKING NEWS

ହାଫିଜ୍ ସୟିଦ ଦ୍ୱାରା ସ୍ଥାପିତ ‘ଜାମାତ-ଉଦ-ଦାୱା’ ସଂଗଠନକୁ ବ୍ୟାନ୍ କଲା ପାକିସ୍ତାନ

ଇସଲାମାବାଦ: ଅନ୍ତର୍ଜାତୀୟସ୍ତରରେ ଚାପ ସୃଷ୍ଟି ହେବା ଯୋଗୁଁ ଗୁରୁବାର ଦିନ ପାକିସ୍ତାନ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ଦ୍ୱାରା ଗଠିତ ଜାମାତ-ଉଦ-ଦାୱା ଏବଂ ଏହାର ଚ୍ୟାରିଟି ସଂସ୍ଥା ଫଲେହ-ଇ-ଇନସାନିୟତ ଫାଉଣ୍ଡେସନକୁ ନିଷିଦ୍ଧ ଘୋଷଣା କରିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ସିକ୍ୟୁରିଟି କମିଟିର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପାକିସ୍ତାନର ଅନ୍ତର୍ଦେଶୀୟ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.