ଗୌହାଟୀ: ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଅସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୋଓ୍ୱାଲ । ସେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୋନୋଓ୍ୱାଲଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେପଟେ ଆଜି ସ୍ଥିର ହେବ କିଏ ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦିସପୁରରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । ଏଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ତାପରେ ସ୍ପଷ୍ଟ ହେବ କିଏ ଧରିବେ ଆସନ ଶାସନ ଡୋରି । ଆଗରେ ହିମନ୍ତ ବିଶ୍ୱଶର୍ମା ଓ ସର୍ବାନନ୍ଦ ସୋନୋଓ୍ୱାଲଙ୍କ ନାଁ ରହିଛି ।
BREAKING NEWS
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି
- ଗୁଜୁରାଟରେ ୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?