ବ୍ରିଟେନ୍: ବ୍ରିଟେନ୍ ର ଜଣେ ରାଇଟର ଆଉ ଜଣେ ଦକ୍ଷ ପଲିଟିସିଆନ୍ ହେଉଛନ୍ତି ଆଲେ୍ଜାଣ୍ଡର ବୋରିସ୍ ଜନସନ୍ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ଭାରତ ପ୍ରତି ବଢାଇଛନ୍ତି ସହଯୋଗର ହାତ । ଦେଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ତଥା ଚିକିତ୍ସା ଉପକରଣ ଯୋଗାଇବାରେ ସେ ଆଗରେ । ନ୍ୟୁୟର୍କ ମ୍ୟାହଟାନ୍ରେ ଜନ୍ମ ହୋଇଥିବା ବୋରିସ୍ ୨୦୧୯ ଜୁଲାଇ ୨୪ରେ ଜନସନ୍ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଥିଲେ । ତାଙ୍କର ବ୍ୟକ୍ତିତ୍ୱ ସହିତ ତାଙ୍କର ଶାସନ ପଦ୍ଧତି ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବୋରିସ୍ ଜନସନ୍ ।
BREAKING NEWS
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
Comments are closed.