ବ୍ରହ୍ମଗିରି : ଆସନ୍ତାକାଲି ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ପାଇଁ ପୁରୀରେ କଟକଣା ଲଗାଯାଇଛି । ସେହିପରି ବ୍ରହ୍ମଗିରିର ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ମଧ୍ୟ ଲାଗିଛି କଟକଣା । ଆସନ୍ତାକାଲି ଅଲାରନାଥଙ୍କ ଚନ୍ଦନଯାତ୍ରା ଥିବାରୁ ୧୪୪ ଧାରା ଲଗାଯାଇଛି । ମନ୍ଦିର ସହ ଚନ୍ଦନ ପୋଖରୀ ଚାରିପଟେ ୧୪୪ ଧାରା ଲଗାଯାଇଛି । ମୋଟ୍ ୩୦ ସେବାୟତଙ୍କୁ ନେଇ ହେବ ଅଲାରନାଥଙ୍କ ଚନ୍ଦନ ଯାତ୍ରା । ଆସନ୍ତାକାଲି ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା । ସେହିପରି କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।
BREAKING NEWS
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
- ଆଇପିଏଲ: ୯ ଖେଳାଳିଙ୍କୁ ନିଲାମ ତାଲିକାରୁ ବାଦ ଦେଲା ବିସିସିଆଇ
Comments are closed.