Latest Odisha News

BREAKING NEWS

‘ବ୍ରୋକେନ୍ ବଟ୍‌ ବିୟୁଟିଫୁଲ୍‌ ୩’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ‘ବ୍ରୋକେନ୍ ବଟ୍‌ ବିୟୁଟିଫୁଲ୍‌ ୩’ ଟ୍ରେଲର ରିଲିଜ ହୋଇସାରିଛି। ଏହା ଏକ ୱେବ୍‌ ସିରିଜ୍‌। ଏଥିରେ ସିଦ୍ଧାର୍ଥ ଶୁକ୍ଲା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସିଦ୍ଧାର୍ଥଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି।

ସିଦ୍ଧାର୍ଥ ଏଥିରେ ଅଗସ୍ତ୍ୟା ରାଓ ଭୂମିକାରେ ଅଭିନୟ କରିଛନ୍ତି। ଅଗସ୍ତ୍ୟା ଭାବରେ  ସିଦ୍ଧାର୍ଥ ଦର୍ଶକଙ୍କୁ ଆକର୍ଷିତ କରିଥିବା ଜଣାପଡ଼ିଛି। ତେବେ ଏହି ଟ୍ରେଲରରେ ସିଦ୍ଧାର୍ଥଙ୍କୁ ଜଣେ ଆଙ୍ଗ୍ରି ୟଙ୍ଗ୍‌ ମ୍ୟାନ୍‌ ଭାବରେ ଦେଖିବାକୁ ମିଳିଛି।

ସିଦ୍ଧାର୍ଥ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରି ଲେଖିଛନ୍ତି, “ଫଲିଙ୍ଗ୍‌ ଆଉଟ୍‌ ଅଫ୍‌ ଲଭ୍‌ କ୍ୟାନ୍‌ ବି ମୋର୍‌ ଏମ୍‌ପାୱାରିଂ ଦ୍ୟାନ୍‌ ଫଲିଙ୍ଗ୍‌ ଇନ୍‌ ଲଭ୍”।

Comments are closed.