Latest Odisha News

BREAKING NEWS

ଏହି ରାଜ୍ୟରେ ମେ ୨୫ ଯାଏ ବଢିଲା ଲକ୍‌ଡାଉନ୍‌

ଉତ୍ତରାଖଣ୍ଡ: ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ଉତ୍ତରାଖଣ୍ଡ ସରକାର ଲକ୍‌ଡାଉନ୍‌କୁ ମେ ୨୫ ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଉଚ୍ଚ ସ୍ତରୀୟ ବୈଠକରେ କରୋନା ଲକ୍‌ଡାଉନ୍‌ ସମ୍ବନ୍ଧରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସରକାରୀ ମୁଖପାତ୍ର କହିଛନ୍ତି ଯେ କରୋନା ଲକ୍‌ଡାଉନ୍‌ ମେ ୧୮ ସକାଳ ୬ ରୁ ମେ ୨୫ ପର୍ଯ୍ୟନ୍ତ ସକାଳ ୬ ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Comments are closed.